କେନ୍ଦ୍ର-ରାଜ୍ୟ ଟଣାଓଟରା, ଦୋଛକିରେ ଏନ୍‌ଟିପିସି

ଭୁବନେଶ୍ୱର: ତାଳଚେରରେ ଏନଟିପିସିର ପ୍ରସ୍ତାବିତ ନୂଆ ବିଦ୍ୟୁତ୍‌ ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ହାଇଲେଭଲ କମିଟି ଅନୁମତି ଦେବାରେ ବିଳମ୍ବକୁ ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ସେପ୍ଟେମ୍ବର ୨୨ ପୂର୍ବରୁ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ ମିଳିଲେ, ପ୍ରଧାନମନ୍ତ୍ରୀ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିପାରିବେ ବୋଲି କେନ୍ଦ୍ର ଶକ୍ତିମନ୍ତ୍ରୀ ଅନୁରୋଧ … Continue reading କେନ୍ଦ୍ର-ରାଜ୍ୟ ଟଣାଓଟରା, ଦୋଛକିରେ ଏନ୍‌ଟିପିସି